ବ୍ଯାନ ହେଲା ୪୩ ମୋବାଇଲ ଆପ!

ନୂଆଦିଲ୍ଲୀ ତା-୨୪-୧୧-୨୦୨୦ ଚାଇନା ଗାଲରେ ପୁଣି ଚାପୁଡା ଟିକଟକ୍ ପରେ ଭାରତରେ ବ୍ୟାନ ହେଲା ସ୍ନାକ ଭିଡିଓ । ୪୩ ମୋବାଇଲ ଆପକୁ ବ୍ୟାନ କଲେ ଭାରତ ସରକାର। ଆଜି ଏ ନେଇ ଖବର ସାମ୍ନା କୁ ଆସିଛି। ସ୍ନାକ ଭିଡିଓ ଭଳି ୪୨ଟି ମୋବାଇଲ ଆପ କୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି। ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। www.austinnews.in